OdiaWeb- Odia Film, Music, Songs, Videos, SMS, Shayari, Tourism, News

ପେଡା

Peda

Peda

ସାମଗ୍ରୀ:
୨ କିଲୋ ଦୁଧ,
୨୫୦ ଗ୍ରାମ୍‌ ଚିନି,
୪ଟି ଗୁଜୁରାତି ।

ପ୍ରସ୍ତୁତି : ଦୁଧକୁ ଆଉଟି ଆଉଟି ଖୁଆ କରିବେ । ଦୁଧ ଯେତେବେଳେ ୧ ପାଆ ହେବ, ସେଥି ୧ ପାଆ ଚିନି ଦେଇ ମୋଟା ଖଡ଼ିକାରେ ଚଳେଇବ | ସବୁ ବେଳେ ଖଡ଼ିକା ଚଳାଉଥିବେ । ଅଳ୍ପ ନିଆଁରେ ମଧ୍ଯ ଛାଡ଼ିଦେଲେ ଲାଗିଯିବ ।
ଯେତେବେଳେ ହାତକୁ ଏହା ହାଲୁକା ଲାଗିବ ଓ ଭରଭର ହୋଇ ଆସିବ, ସେତେବେଳେ ନିଆଁରୁ ଓହ୍ଲାଇ ନେଇ ଘାଣ୍ଟିବେ । ଅଧଘଣ୍ଟା ଘାଣ୍ଟି ଥଣ୍ଡା କରିବେ । ୪ ଘଣ୍ଟା ପରେ ଏହାକୁ ହାତରେ କିମ୍ବା ଛାଞ୍ଚରେ ଚାପି ପେଡା ତିଆରି କରିବେ ।

Comments

comments