OdiaWeb- Odia Film, Music, Songs, Videos, SMS, Shayari, Tourism, News

ପନିର୍ ମସଲା

Paneer Masala

Paneer Masala

ଉପାଦାନ:ପନିର ୨୫୦ ଗ୍ରାମ୍ ,ସିମଲା ଲଙ୍କା ୨ଟା,ଟମାଟୋ୨ ଟା,ପିଆଜ ୨ଟା,ଅଦା ରସୁଣ ବଟା ୧ ଚାମଚ,ଚିଲି ସସ୍ ଓ ଟମାଟୋ ସସ୍,କଜୁ ବଟା ୧ ଚାମଚ,ହଳଦୀ ଗୁଣ୍ଡ ଛୋଟ ଚାମଚ ରେ ୧ ଚାମଚ,ଲୁଣ ସ୍ବାଦ ଅନୁସାରେ,ତେଲ ୨ ଚାମଚ |

ପ୍ରସ୍ତୁତି:

ପନିର୍ କୁ ଛୋଟ ଛୋଟ କରି କାଟି ତେଅଲରେ ଛାଣନ୍ତୁ |ପ୍ୟାନ୍ ରେ ତେଲ ଗରମ କରି ପିଆଜ ଲାଲ୍ କରି ଭାଜନ୍ତୁ |ସେଥିରେ ଅଦା ଓ ରସୁଣ କଟା ,ସିମଲା ଲଙ୍କା କତା ପକାଇ ଭାଜନ୍ତୁ |ଏହାପରେ ହଳଦୀଗୁଣ୍ଡ ଓ ଟମାଟୋ କଟା ପକାଇ କଷନ୍ତୁ |ଏବେ ଏଥିରେ ପନିର୍ ପକାଇ କଷିବା ପରେ ଅଳ୍ପ ପାଣି ଦିଅନ୍ତୁ |ଏହାପରେ ପନିର୍ ଉପରେ ଚିଲି ସସ୍ ,ଟମତୋ ସସ୍,କାଜୁ ବଟା ଓ ଲୁଣ ପକାଇ ଭଲରୂପେ ଗୋଳାଇ ୫ ମିନିଟ୍ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ |ଧନିଆପତ୍ର ପକାଇ ଗରମ ଗରମ ଖାଆନ୍ତୁ |

Comments

comments