OdiaWeb- Odia Film, Music, Songs, Videos, SMS, Shayari, Tourism, News

ପଣସ ଆରିସା ପିଠା

Panasa arisa Pitha

Panasa arisa Pitha

ସାମଗ୍ରୀ:
(୧ କପ ପାଚିଲା ପଣସ ରସ, ୧ କପ୍‌ ଚାଭଳ, ୧ କପ୍‌ ଅଟା, ୧ କପ୍‌ ଚିନି,ଟିପେ ଖାଇବା ସୋଡ଼ା, ଟାଣିବା ପାଇଁ ରିଫାଇନ୍ ତେଲ ।)

ପ୍ରସ୍ତୁତି : ପଣସ ଚକଟି ଚକ୍କଟି ଚାଲୁଣିରେ ରସ ବାହାର କରି ଦେବେ । ସେଇ ରସରେ ଟାଉଳ ଚୁନା, ଅଟା, ଚିନି ଓ ଖାଇବା ସୋଡା ମିଶାଇ ଦେବେ । ଏହାକୁ ୧ ଘଣ୍ଟା ରଖିଦେବେ । ତେଲ ଗରମ
କରିନେର କଦଳୀ ପତୁରେ ତେଲମାରିଆରିସା ପିଠ ସାଇଜରେ ତିଆରି କରିଛାଣିବେ ।

Comments

comments