OdiaWeb- Odia Film, Music, Songs, Videos, SMS, Shayari, Tourism, News

ନିମ ବାଇଗଣ

Nimba baigana bhaja

Nimba baigana bhaja

ସାମଗ୍ରୀ:
୧ଟା ବାଇଗଣ
୧ଟା ପିଆଜ
୨ଟା ଶୁଖିଲା ଲଙ୍କା
୧ଚାମଚ ଫୁଟଣ
୨ଟେବୁଲ ଚାମଚ ତେଲ
କଅଁଳିଆ ନିମ ପତ୍ର କିମ୍ବା କଲରା
ପରିମାଣ ମୁତାବକ ଲୁଣ
ପ୍ରସ୍ତୁତ:
ବାଇଗଣ ଓ ପିଆଜ ଚୂନା ଚୂନା କରି କାଟ |କଡାଇରେ ତେଲ ଦେଇ ଲଙ୍କା ଫୁଟଣ ପକାଇ ପିଆଜ ଭାଜ |ପିଆଜ ଲାଲ୍ ହେବା ଆଗରୁ ନିମ ପତ୍ର କିମ୍ବା କଲରା (ଛୋଟ ଛୋଟ କଟାଇଥିବେ)ପକାଅ|ଏହା ପୁରା ବାଦାମୀ ରଙ୍ଗ ହେଲେ ବାଇଗଣ କଟା ପକାଇ ଲୁଣ ଦେଇ ଓ ଢାଙ୍କୁଣୀ ଦେଇଦିଅ|ବାଇଗଣକୁ ଭଜା ଭଳି କରି ଓହ୍ଲାଇ ଦିଅ |ଗରମ ଭାତ ସାଙ୍ଗରେ ଖାଇଲେ ଭଲ ଲାଗେ |ସ୍ବାସ୍ଥ୍ୟ ପାଇଁ ଏହା ଖୁବ୍ ଉପକାର |

Comments

comments