OdiaWeb- Odia Film, Music, Songs, Videos, SMS, Shayari, Tourism, News

ନଡିଆ କ୍ଷୀରରେ ମାଛ ରୋଷ୍ଟ

Nadiakheera machha

Nadiakheera machha

ସାମଗ୍ରୀ:
୨୫୦ଗ୍ରାମ୍ ରୋହି ମାଛ
୩ସେ.ମି.ଅଦା
୧ଟା ପିଆଜ
୨ଟେବୁଲ୍ ଚାମଚ ଭିନେଗାର୍
ଫାଳେ ନଡିଆ
୧ଚାମଚ ଲଙ୍କା ଗୁଣ୍ଡ
୨ଟେବୁଲ୍ ଚାମଚ ରିଫାଇନ୍ ତେଲ
ଦରକର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି :
ଅଦା,ପିଆଜ ବାଟି ଦେଇ ରସ ବାହାର କରି ରଖ |ନଡିଆ କୋରି ଦେଇ ବାଟି ନିଅ |ସେଥିରେ ଏକ କପ୍ ଗରମ ପାଣି ପକାଇ କନାରେ ଛାଣି ରସ ବାହାର କରିନିଅ |କଞ୍ଚାମାଛ ଲୁଣ,ଅଦା,ପିଆଜ ,ରସ,ଭିନେଗାର୍,ନଡିଆ ରସ,ଲଙ୍କାଗୁଣ୍ଡ ଓ ତେଲ ଭଲ ଭାବରେ ମିଶାଇନେଇ କୌଣସି ବାସନରେ ରଖି ଢାଙ୍କୁଣୀ ଦେଇ କମ୍ ନିଆଁରେ ଅଧ ଘଣ୍ଟା ରଖ |ମାତ୍ର ସିଝିଗଲେ ତରକାରୀ ଓହ୍ଲାଇ ଦିଅ |

Comments

comments