OdiaWeb- Odia Film, Music, Songs, Videos, SMS, Shayari, Tourism, News

ଦହି ଚିକେନ୍

dahi chicken

dahi chicken

ସାମଗ୍ରୀ:

୧ କି.ଗ୍ରା ଚିକେନ୍
୧ କପ୍ ନଡିଆ କୋରା
୩ ସେ.ମି ଅଦା
୧ ଟା ରସୁଣ
୬ଟା ଲାଲ୍ ଲଙ୍କା
୧୨ ଟା କାଜୁ ବାଦାମ୍
୧ କପ୍ ଦହି
୨ଟା ପିଆଜ
୧ କପ୍ ତେଲ
୧୨ଟା କିସ୍ ମିସ୍
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:
ନଡିଆ ,ଅଦା ,ରସୁଣ ,ଲଙ୍କା ,କାଜୁ ଓ କିସମିସ୍ କାଟିନିଅ |ଚିକେନ୍ ବଡବଡ ଖଣ୍ଡ କାଟି ଦହି,ଲୁଣ ,ହଳଦୀଓ ବଟା ମସଲା ଦେଇ ମିଶାଇ ରଖ |କଡାଇରେ ତେଲ ଗରମ କରି ପିଆଜ ଭାଜ |ପିଆଜ ଲାଲହେଲେ ସେଥିରେ ଦହିମିଶା ଚିକେନ୍ ରଖି ଢାଙ୍କୁଣୀ ଦେଇ ନିଆଁରେ ରଖ ଚିକେନ୍ ସିଝିଗଲେ ଓହ୍ଲାଇବେ |

Comments

comments