OdiaWeb- Odia Film, Music, Songs, Videos, SMS, Shayari, Tourism, News

ତାଳ ମଣ୍ଡା

tala manda

tala manda

ସାମଗ୍ରୀ:

( ୨ଟା ବଡ ତାଳ, ୫କପ୍‌ ଚାଉଳ ଚୂନା, ୨କପ୍‌ ଗୁଡ଼, ୧ଟା ନଡ଼ିଆ, ୧
ଚା ଚାମଚ ଗୋଲମରିଚ, ଛାଣିବା ପାଇଁ ତେଲ। )


ପ୍ରସ୍ତୁତି : ତାଳର ରସ ବାହାର କର | ତାଳରସ ଓ ୧ କପ୍‌ ଗୁଡ଼ କଡ଼ାଇରେ ବସାଅ | ସେଥିରେ ୧ କପ୍‌ ପାଣି
ଦିଅ । ଗୁଡ଼ ମିଶି ଯାଇ ରସ ଫୁଟିଲେ ଚାଉଳ ଚୂନା ପକାର ଜନ୍ତିନିଅ । ଜନ୍ତା ଥଣ୍ଡା
ହେଲେ ଏହାକୁ ଉଲ ଭାବରେ ୫ ମିନିଟ୍‌ ଭାଜିନିଅ । ସେଥିରେ ଗୋଲମରିଚ ଗୁଣ୍ଡ
ଦେଇଦିଅ । ତାଳ ଜନ୍ତାରେ ମଣ୍ଡାପିଠା ପରି ଗୋଲ କରି ସେଥିରେ ନଡ଼ିଆ ପୁର
ଦେଇ ବନ୍ଦ କରିଦିଅ । ଏହାକୁ ଚେପ୍‌ଟା କରି ଚପ୍‌ ପରି ବନାଇବେ । ଇଟିଲି ଛାଞ୍ଚରେ
ରଖି ପିଠା ଗୁଡ଼ିକ ସିଝାଇ ନେବେ ।

Comments

comments