ସାମଗ୍ରୀ:
( ୧ଟା ତାଳ, ୨ କପ୍ ମଇଦା,ଅଧ କପ୍ ଚିନି ୨ ଟେବୁଲ ଚାମଚ ଘିଅ,
ଅଧ ଚାମଚ ଖାଇବା ସୋଡ଼ା)
ପ୍ରସ୍ତୁତି : ତାଳରୁରସ ବାହାର କରିଦିଅ । ସେଥିରେ ମଇଦା ଖାଇବା ସୋଢ଼ା ଚିନି ଓ ଘିଅ ମିଶାଇ ଦିଅ । ଏହାକୁ ଏକ ଘଣ୍ଟା ରଖି ଦିଅ । ବେକିଂ ଡିସ୍ରେ କଦଳୀ ପତ୍ର ଦେଇ ଏହି ମିଶ୍ରଣ ରଖି ୨ ମିନିଟ୍ ବେକ୍ କର ।