OdiaWeb- Odia Film, Music, Songs, Videos, SMS, Shayari, Tourism, News

ଟମାଟୋ ଚାରୁ

tamata Charu

tamata Charu

ଉପାଦାନ:ବଡ ଟମାଟୋ ୭ଟି,ରସୁଣ ୧୦ ଖଣ୍ଡ,ଅଳ୍ପ ହେଙ୍ଗୁ,ହଳଦୀ ଗୁଣ୍ଡ,ଭୃସଙ୍ଗ ପତ୍ର,କଞ୍ଚାଲଙ୍କା,କିଛି ସୋରିଷ ଓ ଜିରା ଏବଂ ୪ ଚାମଚ ସୋରିଷ ତେଲ ଓ ଆବଶ୍ୟକ ଅନୁଯାୟୀ ଲୁଣ |

ପ୍ରସ୍ତୁତି:ଟମାଟୋକୁ ଚାରିଖଣ୍ଡ ଲେଖାଏଁ କାଟି ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ଚାରି ଗ୍ଲାସ୍ ପାଣିରେ ସିଝାନ୍ତୁ |ସିଝିଯିବା ପରେ ଟମାଟୋକୁ ଚକଟି ଯଥା ସମ୍ଭବ ଚୋପା ବାହାର କରି ଦିଅନ୍ତୁ |ଏହା ପରେ ଆଉ କଡେଇରେ ତେଲ ଗରମ କରି ସେଥିରେ ସୋରିଷ ଓ ଜୀରା ଫୁଟାନ୍ତୁ |ସେଥିରେ ରସୁଣ ଛେଚା,କଞ୍ଚାଲଙ୍କା କତା ,ଭୃସଙ୍ଗ ପତ୍ର ଭାଜନ୍ତୁ |ହେଙ୍ଗୁ ପକାନ୍ତୁ |ରସୁଣ ଲାଲ୍ ପଡିଆସିଲେ ସିଝା ଟମାଟୋ ପକାଇ ବଘାରୀ ଦିଅନ୍ତୁ |ଗରମ ଗରମ ପରଷନ୍ତୁ |

Comments

comments