OdiaWeb- Odia Film, Music, Songs, Videos, SMS, Shayari, Tourism, News

ଜହ୍ନିରାଇତା

jahni rai

jahni rai

ସାମଗ୍ରୀ:
ଅଧ କିଲୋ ଜହ୍ନି
୧ଟେବୁଲ ଚାମଚ ସୋରିଷ
ଅଧକପ୍ ନଡିଆ କୋରା
୬ଟା କଞ୍ଚାଲଙ୍କା
୨ଟେବୁଲ୍ ଚାମଚ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତ:
ଜହ୍ନି ଚୋପା କୋରି ଦେଇ ଗୋଲ ଗୋଲ କରି କାଟିବ |କଡାଇରେ ତେଲ ଦେଇ ଜହ୍ନି କଟା ପକାଅ |ଲୁଣ ଓ ହଳଦୀ ପକାଇ ଭାଜି ଜହ୍ନିରୁ ପାଣିମରିଗଲେ ସେଥିରେ ସୋରିଷ ବଟା ନଡିଆ କୋରା ଓ ଚିରା କଞ୍ଚାଲଙ୍କା ପକାଇ ଭଲ ଭାବରେ ଭଜା ଭଜା କରି ଓହ୍ଲାଅ |

Comments

comments