OdiaWeb- Odia Film, Music, Songs, Videos, SMS, Shayari, Tourism, News

ଛେନା ପାୟସ

Chhena Paes

Chhena Paes

ଆବଶ୍ୟକ ସାମଗ୍ରୀ: ଛେନା- ୨୫୦ ଗ୍ରାମ୍‌, ବେକିଂ ପାଉଡ଼ର- ୫ଗ୍ରା
କ୍ଷୀର- ୨ ଲିଟର, ଚିନି – ୨୦୦ଗ୍ରାମ୍‌, ମଇଦା-୫୦ଗ୍ରାମ୍‌, ରିଫାଇନ୍‌ ତେଲ
୫୦୦ଗ୍ରାମ୍‌ ।
ପ୍ରଣାଳୀ : ଛେନାରୁ ପାଣିଗୁଡ଼ିକୁ ଭଲଭାବରେ ବାହାର କରିଦେବେ |
ମଇଦା, ଛେନା ଓ ବେକିଂ ପାଉଡ଼ରକୁ ଭଲ ଭାବରେ ଚକଟି ଦେବେ 1 ୨୫୦
ମିଲିଲିଟରର କ୍ଷୀରକୁ ସେଥିରେ ପକାଇ ଭଲଭାବରେ ଗୋଳାଇ ଦେବେ ।
କରେଇରେ ରିଫାଇନ ତେଲକୁ ଗରମ କରିବେ । ତେଲ ଗରମ ହୋଇଗଲା ପରେ
ଛେନା ପ୍ରସ୍ତୁତ ବୁନ୍ଦିକୁ ସେଥିରେ ପକାଅ । ତାହା ନରମ ହୋଇଗଲେ ତାକୁ ଛାଣି
ଦିଅ । ବଳିଥିବା କ୍ଷୀର ସହିତ ଚିନିକୁ ମିଶାଇ ଫୁଟାଅଁ । ଏହା ୫୦୦ ଗ୍ରାମ୍‌
ହୋଇଗଲେ ସେଥିରେ ଛେନା ବୁନ୍ଦିଗୁଡ଼ିକୁ ପକାଇ ଦିଅ । ଗୁଜୁରାତି. ଗୁଣ୍ଡ ଦେଇ
ଅଳ୍ପ ସମୟ ଫୁଟାଇ ଓହ୍ଲାଇ ଦିଅ ।

Comments

comments