OdiaWeb- Odia Film, Music, Songs, Videos, SMS, Shayari, Tourism, News

ଛେନା ଖିରି

Chhena khiri

Chhena khiri

ସାମଗ୍ରୀ:
୧ କପ୍‌ ଦୁଧ ଛେନା,
୨ କିଲୋ ଦୁଧ,
୧ କପ ଚିନି,
୪ଟି ଗୁଜୁରାତି,
୨ଟେବୁଲ ଚାମଚ ଘିଅ ।

ପ୍ରସ୍ତୁତି : ଛେନାରୁ ପାଣି ଚିପୁଡ଼ି ନିଅ । କଡାଇରେଘିଅ ଗରମ କରି ସେଥିରେ ଛେନାରୁ ଝୁରାଝୁରା ଭାଜି ରଖ । ଦୁଧ ଓ ଚିନିକୁ ଫୁଟାଇ ଫୁଟାଇ ଅଧକିଲୋ ହେଲା ବେଳକୁ ଛେନା ଝୁରା ଦେଇ ଓହ୍ଲାଇ ଗୁଜୁରାତି ଗୁଣ୍ଡ ଦେଇଦିଅ ।

Comments

comments