OdiaWeb- Odia Film, Music, Songs, Videos, SMS, Shayari, Tourism, News

ଛେନାଗଜା

Chhena gaja

Chhena gaja

ସାମଗ୍ରୀ:
୨ କପ୍‌ ନରମ ଦୁଧ ଛେନା,
୧ ଟେବୁଲ ଚାମଚ ସୁଜି
୪ଟା ଗୁଜୁରାତି,
୨ କପ୍‌ ଚିନି,
୪ କପ୍‌ ପାଣି |
ପ୍ରସ୍ତୁତି :

ଛେନାରୁ ପାଣି ଝରାଇ ନେଇ ସୁଜି ସାଙ୍ଗରେ ଶିଳରେ ବାଟି ନେବେ । ଏଥରେ ଗୁଜୁରାତି ଗୁଣ୍ଡ ମିଶାଇ ନେଇ ଗଜା ପରି ଲମ୍ବା ଲମ୍ବା ଗଢ଼ି ନେବେ । ଚିନି ଓ ୩ କପ୍‌ ପାଣି ଦେଇ ଫୁଟାଇବେ । ପାଣି ଫୁଟିଲେ ସେଥିରେ
ଛେନା ଗୁଡ଼ିକ ଛାଡ଼ି ଦେବେ । ମଝିରେ ମଝିରେ ୧ କପ୍‌ ପାଣିରୁ ଟିକେ ଟିକେ ପାଣି ଛାଟୁଥିବେ । ରସଗୋଲା ଠାରୁ ଏହା ବେଶୀ ସମୟ ସିଝିବ । ରସ ଅଠା ହୋଇ ଆସିଲେ ଡାଲି ଚଟୁରେ ଗଜାଗୁଡ଼ିକ ଛାଣି ନେଇ ଥାଳିରେ ରଖିବେ ।

Comments

comments