OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚୁନା ମାଛ ଠୁକ୍‌ଠୁକା

Chuna Machha Thukathuka

Chuna Machha Thukathuka

ଉପାଦାନ: . ନଇର ଚୂନା ମାଛ – ୨୦୦ ଗ୍ରାମ୍‌, ହଳଦୀ ଗୁଣ୍ଡ ୧ ଚାମୁଚ, ସୋରିଷ ଚେଲ- ୨ ଟେବୁଲ ଚାମୁଟ, ଅଦା ଇଞ୍ଚେ, ପିଆଜ ଗୋଟିଏ,ଜିରା- ୧ ଟେବୁଲ୍‌ ଚାମୁଚ, ଦହି- ୧ ଟେବୁଲ ଚାମୁଚ, ପୋସ୍ତ-୧ ଚା ଚାମୁଚଏବଂ ଲୁଣ ସ୍ଵାଦ ଅନୁସାରେ, କଞ୍ଚାଲଙ୍କା ଗୋଟିଏ କିମ୍ବା ଦୁଇଟା, ଧନିଆ ପତ୍ର ଅଳ୍ପପରିମାଣର ।

ପ୍ରସ୍ତୁତି: ପ୍ରଥମେ ମାଛକୁ ତଳେ ଘଷି ଧୋଇ ସଫା କରନ୍ତୁ । ଏହାକୁ ଗୋଟିଏ ଟିଫିନ୍‌ ବାକ୍ସରେ ରଖି ସେଥୁରେ ହ- ” ତେଲ, ଲୁଣ ଓ ଦହି ମିଶାଇ ଗୋଳାଇ ଦିଅନ୍ତୁ । କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟ ପକାନ୍ତୁ । ପିଆଜ, ଅଦା, ଜିରା, ପୋସ୍ତକୁ ଭଲଭାବେ ଏକାଠି ବାଟି ମାଛର ଗୋଳାଇ ଦିଅନ୍ତୁ । ଏବେ ଟିଫିନ୍‌ ବାକ୍ସରେ ଖୋଳ ବନ୍ଦ କରି ଗୋଟିଏ କରେଇରେ ଅଛ ପାଣି ନେଇ ବୂଲିରେ ବସାର ଫୁଟାନ୍ତୁଏବଂ ଟିଫିନ ବାକ୍ସକୁ ସେହି ପାଣିରେ ଅଳ୍ପ ବୁଡ଼ାଇ ୫ ମିନିଟ୍‌. ପର୍ଯ୍ୟନ୍ତ ରଖନ୍ତୁ।। ଧ୍ଯାନ ଦେବେ ଯେପରି ଟିଫିନ୍‌ ବାକ୍ସରେ ଟାଣି ନ ପଡ଼େ । ବୂଲିରୁ ତାହାକୁ ଓହ୍ଲାଇ ଧନିଆପତ୍ର କଟା ସେଥିରେ ପକାନ୍ତୁ ଓପରଷନ୍ତୁ |

Comments

comments