OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚୁଡା ଚକୁଳି

Chuda Chakuli

Chuda Chakuli

ସାମଗ୍ରୀ:
୧କପ୍ ଚୁଡା
୧ କପ ଅରୁଆ ଚାଉଳ
୧ଟା ପିଆଜ
୪ଟି କଞ୍ଚାଲଙ୍କା
ପରିମାଣ ମୁତାବକ ଲୁଣ
ଦରକାର ମୁତାବକ ଲୁଣ

ପ୍ରସ୍ତୁତି:

ଚୁଡା ଧୋଇ ନିଅ |ଅରୁଆ ଚାଉଳ ୨ଘଣ୍ଟା ଭିଜାଇ ରଖ |ଚୁଡା ଓ ଭିଜା ଚାଉଳ ଚିକ୍‌କଣ କରି ବାଟି ନିଅ |ପିଆଜ ଲଙ୍କା ବାଟି ସେଥିରେ ମିଶାଇ ନିଅ ୤ ତାୱ୍ଧାରେ ତେଲ ମାରି ମୋଟା ମୋଟା ଚକୁଳି କର । ଉପରେ ତେଲ
ଛିଞ୍ଚି ଦୁଇପାଖ ଓଲଟାଇ ଗରମ ଗରମ ଖାଇବାକୁ ଦିଅ ।

Comments

comments