OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଲି ଚିକେନ୍

chilli chiken

chilli chiken

ସାମଗ୍ରୀ:
୧ କି.ଗ୍ରା.ଚିକେନ୍
୪ଟା ପିଆଜ
୧୨ ଟା କଞ୍ଚାଲଙ୍କା
ଅଧକପ୍ ସୋୟାସସ
୨ଟେବୁଲ୍ ଚାମଚ ଭେନିଗର
ଅଧକପ୍ ଓରସେଷ୍ଟର ମସ
ଅଧକପ୍ ତେଲ
ଅଧା ଚାମଚ ଅଜିନା ମୋଟୋ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:

ଚିଲି ଚିକେନ୍ ରାନ୍ଧିବାର ଛଅଘଣ୍ଟା ଆଗରୁ ଚିକେନ୍ ଛୋଟ ଛୋଟ କାଟି ରଖିବ |ସେଥିରେ ସୋୟାସସ,ଭେନିଗର ଓ ଓରସେଷ୍ଟର ସସ୍,ଲୁଣ ଦେଇ ମିଶାଇବ |ପିଆଜ ବଡ ବଡ କାଟି ମିଶାଇବ |କଞ୍ଚାଲଙ୍କା ଛୋଟ ଛୋଟ କାଟି ମିଶାଇବ |ଛଅଘଣ୍ଟା ପରେ ଚିକେନ୍ ଖଣ୍ଡ ସବୁ ପିଆଜ ଓ ସସରୁ ବାଛିବାଛି କାଢି ଋଖିବ |ସବୁ ପିଆଜ ଲାଲ କରି ଭାଜିଦେବେ |ସବୁ ଚିକେନ୍ ଭଜା ସରିଲା ପରେ ସେଇ ତେଲରେ ପିଆଜ;ଲଙ୍କା ଓ ସସ୍ ଢାଳିଦିଅ |ସେଥିରେ ଚିକେନ୍ ଭଜା ସବୁ ଦେଇ କମ୍ ନିଆଁରେ ରଖ |ଚିକେନ୍ ସିଝିଗଲେ ଅଳ୍ପ ଝୋଳଥିବ ପିଆଜ ସାଙ୍ଗରେ ଲାଗି ତରକାରି ଓହ୍ଲାଇ ଦେବ |ସେଥିରେ ଅଜିନା ମୋଟା ଦେଇ ଗୋଳାଗୋଳି କରି ମୂର୍ତ୍ତା କରିବେ |

Comments

comments