OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଙ୍ଗୁଡ଼ି ଚାଉଳ ପକୋଡ଼ା

Chingudi Chaula Pokada

ଉପାଦାନ:
୨୫୦ ଗ୍ରାମ୍‌ ଚିଙ୍ଗୁଡ଼ି , ୧ କପ୍‌ ଅରୁଆ ଚାଉଳ ଚୂନା, ଅଦାବଟା-ଅଧା ଚାମଟ, ରସୁଣବଟା ୧ ଚା ଚାମଚ, ପିଆଜ କଟା, ବେସନ ୨ ରୁ ୩ ଚାମଚ, ଲୁଣ, ହଳଦୀ ଓ ତେଲ ଆବଶ୍ୟକ ଅନୁଯାୟୀ |

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ନିଶ ଗୋଡ଼ ଛଡ଼ାଇ ଧୋଇ ପରିଷ୍କାର କରନ୍ତୁ ।ଏଥିରେ ଲୁଣ ଓ ହଳଦୀର ଗୁଣ୍ଡ ମିଶାଇ ଗୋଳାଇ ରଖନ୍ତୁ । ଏହାପରେ ରସୁଣ ଓ ପିଆଜ ବଟା ଏବଂ ବେସନକୁ ଏହି ଚିଙ୍ଗୁଡି ସହିତ ଗୋଳାଇ ଦିଅନ୍ତୁ |ଶେଷରେ ଚାଉଳ ଚୂନାକୁ ଏଥିରେ ମିଶାନ୍ତୁ |କଡାରେ କିଛି ତେଲ ଦେଇ ଏହି ମିଶ୍ରଣକୁ ଅଳ୍ପ ଅଳ୍ପ କରି କଡା କରି ଭାଜନ୍ତୁ |

Comments

comments