ସାମଗ୍ରୀ:
୫୦୦ଗ୍ରାମ ମାଂସ
୧ ଟେବୁଲ୍ ଚାମଚ ସୋୟା ସସ୍
୧ ଟେବୁଲ୍ ଚାମଚ ଓରସସେଷ୍ଟର ସସ୍
୧ ଟେବୁଲ୍ ଚାମଚ ୱ୍ହେନିଗର
୨ଟା ପିଆଜ
୮ଟା କଞ୍ଚାଲଙ୍କା
ଅଧକପ୍ ରିଫାଇନ୍ ତେଲ
ଦରକାର ମୁତାବକ ଲୁଣ
ହଳଦୀ ଟିକେ ଅଜିନା ମୁଟ
ପ୍ରସ୍ତୁତ:
ମାଂସ ଛୋତ ଛୋତ କାଟି ନେବେ |ମାଂସ ,ସୋୟାସସ୍,ରସେଷ୍ଟର ସସ୍,ଭେନିଗର୍ ଓ ଲୁଣ ମିଶାଇ ଚାରି ଘଣ୍ଟା ରଖ |ଚାରି ଘଣ୍ଟା ପରେ କଡଇରେ ତେଲ ଦେଇ ପିଆଜ ,କଞ୍ଚାଲଙ୍କା ଚିରା ଦେଇ ଭାଜ |ଏହା ନରମ ହୋଇ ଆସିଲେ ମାଂସକୁ ସସ୍ ସହ ସେଥିରେ ଦେଇ କମ୍ ନିଆଁରେ ରଖ |ମାଂସ ଶିଖିଗଲେ ଅଜିନା ମୁଟ ଦେଇ ମିଶାମିଶି କରି ତରକାରି ଓହ୍ଲାଇ ଦିଅ |