OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚାଇନିଜ୍ ଚିକେନ୍ ରୋଷ୍ଟ

Tasty Recipe Chinese Chicken Roast

Tasty Recipe Chinese Chicken Roast

ସାମଗ୍ରୀ:
ଗୋଟିଏ ଛୋଟ ଚିକେନ୍
୨୫ ଗ୍ରାମ୍ ଅଦା
୨୫ ଗ୍ରାମ୍ ରସୁଣ
ଅଧକପ୍ ଭେନିଗର
୧ଚାମଚ ଗୋଲମରିଚ ଗୁଣ୍ଡ
ଟିକେ ମିଠାଇ ରଙ୍ଗ
୨ଟେବୁଲ୍ ଚାମଚ ବଟର
ଦରକାର ମୁତାବକ ଲୁଣ

ପ୍ରସ୍ତୁତି : ଚିକେନ୍ କୁ ଛୋଟ ଛୋଟ ଖଣ୍ଡ କର |ଭେନିଗର,ଅଦା,ରସୁଣ ବଟା,ଗୋଲମରିଚ ଗୁଣ୍ଡ,ଲୁଣ ଓ ମିଠାଇ ରଙ୍ଗ ଗୋଳାଇ ନେଇ ୪/୫ ଘଣ୍ଟା ରଖ |ଓଭନ ଡିସ୍‌ରେ ଗୋଟିଏ ଚାମଚ ବଟର ଦେଇ ଚିକେନ୍‌ ରଖ । ମଝିରେ ଥରେ ଦୁଇ ଥର ଓଲଟାଅ, ଅନ୍ୟ ଚମୁଚକୁ ବଟର ଦେଇ ଗୋଳାଇବେ । ଅଧ ଘଣ୍ଟାରେ ଏହା ହୋଇଯିବ ।। ଏହା ପୁରା ଶୁଖିଲା ହେବ ।

Comments

comments