OdiaWeb- Odia Film, Music, Songs, Videos, SMS, Shayari, Tourism, News

ଗୋଟା ଚିକେନ୍ ରୋଷ୍ଟ

Chicken rost

Chicken rost

ସାମଗ୍ରୀ:
୧ କି.ଗ୍ରା ଚିକେନ୍
୧ ଟା ପିଆଜ
ଦେଢ ସେ.ମି.ଅଦା
୧ଟା ରସୁଣ
୨ ଟେବୁଲ୍ ଚାମଚ ବଟର
୧ଟା କଗଜି ଲେମ୍ବୁ
୨ଟେବୁଲ୍ ଚାମଚ ରିଫାଇନ୍ ତେଲ୍;ଅ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତ:
ଚିକେନ୍ ଗୋଟାଥିବ |ଏହାକୁ ଭଲ ଭାବରେ ସଫା କରି ନେଇ କଣ୍ଟାରେ ଫୁଟାଇ ରଖ |ପିଆଜ ,ଅଦା ,ରସୁଣ ବାଟିନେଇ ଏହାର ରସ ବାହାର କର |ଚିକେନ୍ ର ଭିତର ଓ ବାହାର ପଟରେ କାଗଜି ରସ,ପିଆଜ ରସ ଓ ଲୁଣ ହଳଦୀ ଲଗାଇ ୪/୫ ଘଣ୍ଟା ରଖ |ଚିକେନ୍ ର ପେଟ ଭିତରେ ବଟର ରଖି ସିଲେଇ କରିଦିଅ |ଏହା ଚିକେନ୍ କୁ ଗୋଟିଏ ରଡରେ ବାନ୍ଧି ଚୂ;ଲି ଉପରେ ଘୂରାଇ ଘୂରାଇ ବେକ୍ କରିବେ | ଇଟା ରଖି ଷ୍ଟାଣ୍ଡ ପରି କରି ବାନ୍ଧି ନେଇ ରୋଷ୍ଟ କଲ୍ ଏହାର ଟେଷ୍ଟ ଖୁବ୍ ଭଲ ହେବ୤ଚିକେନ୍ ସେକିଲା ବେଳେ ତେଲ ଟିକେ ଛିଞ୍ଚି ଛିଞ୍ଚି ଦେବେ |

Comments

comments