OdiaWeb- Odia Film, Music, Songs, Videos, SMS, Shayari, Tourism, News

ଗୋଟା କଲରା

Gota kalara
Gota kalara

ସାମଗ୍ରୀ :
କଲରା- ୨୫୦
ଧନିଆଗୁଣ୍ଡ -୧ ଟେବୁଲ୍ ଚାମଚ
ଜିରା-୧/୨ଚାମଚ
ମହୁରି-୧/୨ ଚା ଚମଚ
ଲଙ୍କାଗୁ୍ଣ୍ଡ-୧ ଚା ଚାମଚ
ପରିମାଣ ଲୁଣ
କାଗେଜିଲେମ୍ବୁ ଫାଳେ
ଛାଣିବା ପାଇଁ ତେଲ

ପ୍ରଣାଳୀ :
କଲରା ଗୋଟା ଥିବ କନ୍ତୁ ଲମ୍ବା ଭାବରେ ପେଟ ଚିରିଦିଅ । ମଞ୍ଜି ଯେବେ ବୁଡା ଥିବ ତାକୁ ବାହାର କରିଦେବ । ଏଥିରେ ଲୁଣ ଗୋଳାଇ ଅଧଘଣ୍ଟା ପରେ କରେଇରେ ତେଲ ଗରମ କରି କଲରା ସବୁ ଛାଣିଦିଅ । ଛାଣିଦିଅ । ଛାଣିବା ପରେ କରେଇରୁ ସବୁ ତେଲ ବାହାର କରି କେବଳ ୧ ଟେବୁଲ୍ ଚାମଚ ରଖ । ବାହାର କରିବା ତେଲରେ ଅନ୍ୟ ତରକାରି ରାନ୍ଧିପାରିବ । ଜିରା ଓ ମହୁରିକୁ ଛେଚି ରଖ । କରେଇରେ ଥିବା ତେଲରେ ଛଣାକଲରା ,ଧନିଆଗୁଣ୍ଡ , ଜିରା ,ମହୁରି ଛେଚା ,ଲଙ୍କାଗୁଣ୍ଡ ଓ ଲେମ୍ବୁରସ ପକାଇ ଭଜା କରି ଓହ୍ଲାଇଦିଅ ।

Comments

comments