OdiaWeb- Odia Film, Music, Songs, Videos, SMS, Shayari, Tourism, News

ଖଇ ମଣ୍ଡା

Khai Manda

Khai Manda

ସାମଗ୍ରୀ
(୨ କିଲୋ ଖଇ, ୧୫୦ ଗ୍ରାମ ବିରି, ୨ଟା ନଡ଼ିଆ, ୨୫୦ ଗ୍ରାମ
ଗୁଡ଼, ଗୋଲମରିଚ ଗୁଣ୍ଡ ୧ ଚାମଚ ! )


ପ୍ରସ୍ତୁତି : ବିରି ଭିଜାଇ ରଖ । ବିରିକୁ ଚିକ୍କକଣ କରି ବାଟିନିଅ । ଖଇକୁ ୧
ପାଆ ପାଣିରେ ଚକଟି ନିଅ । ଖଇ ଓ ବିରିବଟା ଲୁଣ ଦେଇ ଭଲଭାବରେ ଚକଟି
ନିଅ । ଏହାକୁ ୨୪ ଭାଗକରିନିଅ । ନଡ଼ିଆ କୋରା ଗୁଡ଼ ଓ ଗୋଲମରିଚ ଗୁଣ୍ଡ
ମିଶାଇ ସନ୍ତଳି ନିଅ। ଏହାକୁ ମଧ୍ଯ ୨୪ ଭାଗ କରିଦିଅ । ଗୋଟିଏ ଭାଗ ଆଣରେ
ଗୋଟିଏ ଭାଗ ପୁରଦେଇ ମଣ୍ଡା ଗଢିନିଅ । ଏହାକୁ ଇଟିଲି ଛାଞ୍ଚରେ କରିବେ ।

Comments

comments