
ସାମଗ୍ରୀ :
ଗରମ କ୍ଷୀର–୧ ଚାମଚ
ଚିନି-୧ ଚାମଚ
କ୍ରୀମ୍-୧ ଚାମଚ
କଫି ପାଉଡ଼ର- ଚାମଚ
ପ୍ରଣାଳୀ :
କପ୍ରେ କଫି ଓ ଚିନିରେ ଟିକେ କ୍ଷୀର ଦେଇ ଭଲ କରି ଫେଣ୍ଟି ମିଶାନ୍ତୁ । ମିଶିଗଲେ ଗରମ କ୍ଷୀର ଢାଳନ୍ତୁ । ଥଣ୍ଡା କରି ଫ୍ରିଜରେ ରଖନ୍ତୁ । ଥଣ୍ତା ହୋଇଗଲେ କାଢ଼ି ଖୁବ୍ ଫେଣ୍ଟନ୍ତୁ ଓ ଗ୍ଲାସକୁ ଢାଳି ଉପରୁ ଫ୍ରେସ୍ କ୍ରୀମ୍ ପକାଇ ସର୍ଭ କରନ୍ତୁ ।
Comments
comments