OdiaWeb- Odia Film, Music, Songs, Videos, SMS, Shayari, Tourism, News

କାଗଜିଲେମ୍ବୁ ଭାତ

Kagaji lembu bhata

Kagaji lembu bhata

ସାମଗ୍ରୀ:
୫ କପ୍ ଅରୁଆ ଚାଉଳ
୧ ଟା ବଡ କାଗେଜିଲେମ୍ବୁ
୨ ଟା ବୁଟ ଡାଲି ସାଇଜର ହେଙ୍ଗୁ
୧/୪ ଚାମଚ ମେଥି ପାଉଡର
ଅଧକପ ବାଦାମତେଲ
୫ ଚାମଚ ବୁଟଡାଲି
୧୦ ଟା ଶୁଖିଲା ଲଙ୍କା
୧/୪ ଚାମଚ ସୋରିଷ
୨ ଡେମ୍ଫ ଭୁସୁଙ୍ଗା ପତ୍ର
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:
କାଗେଜିଲେମ୍ବୁ ରସ ବାହାରକରି ଋଖ |ଯେତିକି ରସ ସେତିକି ସେଥିରେ ପାଣି ମିଶାଇ ଛାଣି ରଖ |କଢାଇରେ ତେଲ ଗରମ କରି ସେଥିରେ ସୋରିଷ ପକାଅ,ସୋରିଷ ଫୁଟିଲେ ସେଥିରେ ବୁଟ ଡାଲି ଓ ଲଙ୍କାକୁ ଛୋଟ ଛୋଟ ଖଣ୍ଡ କରି ପକାଇବ |ସେ ସବୁ ଲାଲ ହୋଇ ଆସିଲେ ସେଥିରେ ହେଙ୍ଗୁଖଣ୍ଡ,ହଳଦୀ ପାଉଡର,ମେଥି ପାଉଡର,ଲୁଣ ଓ ଭୂରୁସୁଙ୍ଗା ପତ୍ର ପକାଇବ |ଏ ସମସ୍ତଙ୍କୁ ଭାଜିଦେଇ ସେଥିରେ ଭାତ ପକାଇବେ|ଭାତକୁ ଭାଜୁଥିବ,ଭାତର ପାଣି ଅଂଶ ମରି ଭାତ ଗୋଟି ଗୋଟି ହୋଇଗଲେ କଡାଇ କୁ ତଳକୁ ଓହ୍ଲାଇ ଆଣି ସେଥିରେ କାଗେଜି ରସକୁ ପକାଇ ଭଲ ଭାବରେ ଗୋଳାଇ ଦେବେ |

Comments

comments