OdiaWeb- Odia Film, Music, Songs, Videos, SMS, Shayari, Tourism, News

କଳମ୍ବ ଶାଗ ଭଜା

kalamba Shaga Bhaja

kalamba Shaga Bhaja

ପ୍ରସ୍ତୁତି ସାମଗ୍ରୀ : ୫୦୦ ଗ୍ରାମ୍ କଳମ ଶାଗ, ୧ ବଡ଼ ଚାମଚ ସୋରିଷତେଲ,
୧ କୋଲା ରସୁଣ, ୨ ଟି ଶୁଖିଲାଲଙ୍କା, ସାଦ ଅନୁଯାୟୀ ଲୁଣ |

ପ୍ରସ୍ତୁତ ପ୍ରଣାଳୀ : ଶାଗକୁ ବାଛି, ଚୂନା ଚୂନା କରି କାଟନ୍ତୁ । ଏହାକୁ ଧୋଇ ଏଥିରୁ ପାଣି ନିଗାଢ଼ି ଦିଅନ୍ତୁ । ରସୁଣ ଚୋପା ଛଡ଼େଇ ଛେଚି ଦିଅନ୍ତୁ । କଡ଼େଇରେ
ତେଲ ଗରମ କରି ଶୁଖିଲା ଲଙ୍କା, ଛେଚାରସୁଣ ପକେଇ ଶାଗ ଓ ଲୁଣ ଦେଇ ଘୋଡ଼େଇ ଦିଅନ୍ତୁ ।୫ ମିନିଟ୍‌ ପରେ ଢ଼ାଙ୍କୁଣୀ ଖୋଲି ଖେଳେଇ ଖେଳେଇ ଭାଜି ନିଅନ୍ତୁ । ଏହାକୁ
ଗରମ ଗରମ ପରଷନ୍ତୁ ।

Comments

comments