OdiaWeb- Odia Film, Music, Songs, Videos, SMS, Shayari, Tourism, News

ଇଟିଲି

New Odia Recipe itili

New Odia Recipe itili

ସାମଗ୍ରୀ:
(୨ କପ୍‌ ଉସୁନା ଚାଭଳ, ୧ କପ୍‌ ବିରି, ଦରକାର ମୁତାବକ ଲୁଣ |)

ପ୍ରସ୍ତୁତି : ବିରି ଓ ଚାଉଳକୁ ଅଲଗା ଅଲଗା କରି ଭିଜାଅ । ଚାଉଳ ଚିକ୍କଣ
କରି ବାଟି ରଖିବେ । ବିରିକୁ ଚିକ୍ଵକଣ କରି ବାଟି ଖୁବ୍‌ ଫେଣ୍ଢିବେ । ବିରି ଫେଣ୍ଟା
ଯେପରି ବଡ଼ି ଫେଣ୍ଟା ପରି ହୁଏ । ଫେଣ୍ଟା ପରେ ଚାଉଳ ବଟା ସାଙ୍ଗରେ ମିଶାଇ
ନେଇ ଲୁଣ ଦେଇ ୫/ ୬ ଘଣ୍ଟା ରଖିବେ । ଇଟିଲି ଆଣ ଚକୁଳି ଆଣଠାରୁ ଟିକେ
ବହଳ ହେବ । ଇଟିଲି ଛାଞ୍ଚରେ ତେଲ ମାରି ଇଟିଲି କରି ପାରିବେ ।

Comments

comments