OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁ ମୁଢିଘାଣ୍ଟ

Alu-mudhi-ghanta-tarkari

Alu-mudhi-ghanta-tarkari

ସାମଗ୍ରୀ:
୨୫୦ ଗ୍ରାମ ଆଳୁ
୨ଟେବୁଲ୍ ଚାମଚ ବାସ୍ନା ଅରୁଆ ଚାଉଳ
୧ ଟେବୁଲ୍ ଚାମଚ ଭଲଘିଅ
ଦେଢ ସେମି ଅଦା
ଅଧକପ ତେଲ
୨ଟା ତେଜପତ୍ର
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:
ଧନିଆ,ଜିରା;ତେଜପତ୍ର ଓ ଅଦା ବାଟିନିଅ |କଞ୍ଚାଲଙ୍କା ଚିରିଚିରି ରଖ |ଡାଲଚିନି ଓ ଗୁଜୁରାତି ଅଲଗା ବାଟିରଖ |ଆଳୁ ଛୋଟ ଛୋଟ କାଟି ରଖ |କଡାଇରେ ତେଲ ଦେଇ ଚାଉଳକୁ ଭାଜ |ଚାଉଳ ଭାଜି ହୋଇଗଲେ ସେଥିରେ ଆଳୁକଟା ପକାଇ ଭାଜ |ଆଳୁ ଭଜା ବାଦାମୀ ରଙ୍ଗ ହେଲେ ସେଥିରେ ଧନିଆ ଜିରା ମସଲା ଦେଇ ଭାଜି ଲୁଣ ଓ ହଳଦୀ ଦିଅ |ମସଲା ଭଲଭାବରେ ଭାଜି ହୋଇଗଲେ ସେଥିରେ ପାଣି ଦିଅ |ଲଙ୍କା ଜିରା ଗୁଡିକ ଦିଅ |ଚାଉଳ ଓ ଆଳୁ ଭଲ ଭାବରେ ସିଝିଗଲେ ସେଥିରେ ଗରମ ମସଲା ଘିଅ ଦେଇ ଓହ୍ଲାଇ ଦିଅ |

Comments

comments