OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁ ମଟର କଷା

Aloo-Matar
Aloo-Matar

ସାମଗ୍ରୀ :ସାମଗ୍ରୀ :
ମଟର -୧ କପ୍‌
ଆଳୁ – ୨ଟା
ଧନିଆଗୁଣ୍ଡ -୧ ଟେବୁଲ୍‌ ଚାମଚ .
ଲଙ୍କାଗୁଣ୍ଡ – ୧/୨ ଚା ଚାମଚ଼ .
ପରିମାଣ ଲୁଣ ଓ ହଳଦୀ
ଗରମମସଲା ଗୁଣ୍ଡ -୧/ ୨ ଚା ଚାମଚ଼
ଟମାଟୋ – ୧ଟା
ତେଲ -୧ ଟେବୁଲ୍‌ ଚାମଚ

ପ୍ରଣାଳୀ :
ଆଳୁ ଚୋପା ଛଡ଼ାଇ ଛୋଟ ଛୋଟ ଡୁମୁଡୁମୁ କାଟ । ଟମାଟୋ ଅଲଗା କାଟି ରଖ । କରେଇରେ ତେଲ ଗରମ କରି ଆଳୁ ଭାଜ । ଲୁଣ, ହଳଦୀ ଦିଅ | ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ଗରମମସଲା ଗୁଣ୍ଡ ଦେଇ ଅଳ୍ଳ ଭାଜି ୧ କପ୍‌ ପାଣି ଦିଅ । ସେଥିରେ ମଟର ଓ ଟମାଟୋ କଟା ଦେଇ ଦେବ । ମଟର ଆଳୁ ସିଝିଗଲେ ଓ ପାଣି ଶୁଖିଲେ ତରକାରି ଓହ୍ଲାଇ ଦେବ ।

Comments

comments