OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁ ପୋସ୍ତ

Aloo Posto
Aloo Posto

ସାମଗ୍ରୀ :
ଆଳୁ – ୪ଟା
କଞ୍ଚାଲଳା – ୬ଟା
ପୋସ୍ତ – ୨ ଟେବୁଲ୍‌ ଚାମଚ
ପରିମାଣ ଲୁଣ
ଚିପେ ଜିରା
ରିଫାଇନ୍‌ ତେଲ ‍୧ ଟେବୁଲ୍‌ ଚାମଚ଼

ପ୍ରଣାଳୀ :
ଆଳୁ ଚୋପା ଛଡ଼ାଇ ଛୋଟ ଛୋଟ କାଟ । କଞ୍ଚାଲଙ୍କା ଓ ପୋସ୍ତ ବାଟି ନିଅ। କରେଇରେ ରିଫାଇନ୍‌ ତେଲ ଦେଇ ଜିରା ଦିଅ | ସେଥିରେ ଆଳୁ କଟା ଓ ଲୁଣ ଦେ୭ ଟିକେ ଭଜା ଭଜା କରି ଅଛ ପାଣି ଦେଇ ଢାଙ୍କି ନିଅ । ଆଳୁ ସିଝିଗଲେ ସେଥ୍‌ରେ ପୋସ୍ତବଟା ଦେଇ ଭଜା ଉଜା କରି ଓହ୍ଲାଇ ଦିଅ।

Comments

comments