
ସାମଗ୍ରୀ :
ଆଳୁ – ୪ଟା
କଞ୍ଚାଲଳା – ୬ଟା
ପୋସ୍ତ – ୨ ଟେବୁଲ୍ ଚାମଚ
ପରିମାଣ ଲୁଣ
ଚିପେ ଜିରା
ରିଫାଇନ୍ ତେଲ ୧ ଟେବୁଲ୍ ଚାମଚ଼
ପ୍ରଣାଳୀ :
ଆଳୁ ଚୋପା ଛଡ଼ାଇ ଛୋଟ ଛୋଟ କାଟ । କଞ୍ଚାଲଙ୍କା ଓ ପୋସ୍ତ ବାଟି ନିଅ। କରେଇରେ ରିଫାଇନ୍ ତେଲ ଦେଇ ଜିରା ଦିଅ | ସେଥିରେ ଆଳୁ କଟା ଓ ଲୁଣ ଦେ୭ ଟିକେ ଭଜା ଭଜା କରି ଅଛ ପାଣି ଦେଇ ଢାଙ୍କି ନିଅ । ଆଳୁ ସିଝିଗଲେ ସେଥ୍ରେ ପୋସ୍ତବଟା ଦେଇ ଭଜା ଉଜା କରି ଓହ୍ଲାଇ ଦିଅ।
Comments
comments