OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁ ଚିଙ୍ଗୁଡି

alu chingudi

alu chingudi

ସାମଗ୍ରୀ:
୨୫୦ଗ୍ରାମ୍ ଚିଙ୍ଗୁଡି
୪ଟା ଆଳୁ
ତିନି ସେ.ମି ଅଦା
୫ଟା କଞ୍ଚାଲଙ୍କା
୧ ଟେବୁଲ୍ ଚାମଚ ଜିରା
୨ଟେବୁଲ୍ ଚାମଚ ସୋରିଷ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:
ଚିଙ୍ଗୁଡି ଚୋପା ଛଡାଇ ରଖ |ଆଳୁ ଲମ୍ବା ଲମ୍ବା କାଟି ରଖ |ଜିରା,ଅଦା,ଲଙ୍କା ବାଟି ରଖ |କଡାଇରେ ତେଲ ଗରମ କରି ଆଳୁ ଓ ମାଛ ଏକା ସାଙ୍ଗରେ ଲୁଣ ଦେଇ ଭଜା କର |ଭଜା ହୋଇ ଆସିଲା ବେଳକୁ ସେଥିରେ ମସଲା ବଟା ଦେଇ ପୁଣି ଭଜା ଭଜା କରି ଏକ କପ୍ ପାଣି ଦେଇ ଢାଙ୍କୁଣୀ ଦେଇଦିଅ |ଏଥିରେ ଅଳ୍ପ ହଳଦୀ ଦେବେ |ତରକାରୀ ଯେପରି ଧଳା ଦିଶିବ |

Comments

comments