OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁପରଟା

New Odia Tasty Recipe Aloo Parata

New Odia Tasty Recipe Aloo Parata

ସାମଗ୍ରୀ:
(୨ କପ୍‌ ଅଟା, ୨ଟା ସିଝା ଆଳୁ, ୪ଟା କଞ୍ଚାଲକୀ କିଛି ରିଫାଇନ ତେଲ,
ଗୋଟିଏ ପିଆଜ, ଟିକେ ଅଦା, ଦରକାର ମୁତାବକ ଲୁଣା)

ପ୍ରସ୍ତୁତି :
ପିଆଜ, ଅଦା ଓ କଞ୍ଚାଲଙ୍କା କାଟିନିଅ । ଆଳୁ ସିଝାଇ ଚକଟି
ରଖ । ଚକଟାକୁ ଖୁବ୍‌ ଚିକ୍କକଣ କରିଦେବେ । କଡାଇରେ ୧ ଟେବୁଲ ଚାମଚ ତେଲ
ଦେଇ ଅଦା ପିଆଜ ବଟା ଭାଜି ନେଇ ଆଳୁ ସିଝାକୁ ଭଲ ଭାବରେ ଚକଟି ସେଥ୍‌ରେ
ଭାଜି ନେବେ । ଦରକାର ମୁତାବକ ଲୁଣ ଦେବେ ଅଟାକୁ ମଖନ ଦେଇ ଦଳିରଖିବେ ।
ଅଟାକୁ ୬ଟା ଗୁଳା କରିବେ । ଆଳୁ ଚକଟାକୁ ୬ଟା ଗୁଳା କରିବେ । ଗୋଟିଏ ଅଟା
ଗୁଳାକୁହାତରେ ମଣ୍ଡା ପିଠା ଖୋଳ ପରି କରି ସେଥ୍‌ରେ ଆଳୁପୁର ଗୋଟିଏ ଭାଗଦେଇ
ଭଲ ଭାବରେ ବନ୍ଦ କରିବେ । ଆସ୍ତେ ଆସେ ବୁଲେଇ ବୁଲେଇ କମ୍‌ ନିଆଁରେ ଏହି
ଆଳୁ ପରଟା ଗୁଡ଼ିକ ଭାଜି ଟମାଟୋ ଜସ୍‌ ସାଙ୍ଗରେ ଖାଇବାକୁ ଦେବେ ।

Comments

comments